International Journal of Contemporary Research In Multidisciplinary, 2026;5(1):936-939
ଶବ୍ଦାତୀତ ସ୍ୱର: ଭାଷା, ସଙ୍କେତ ଓ ନୀରବତାର ଦର୍ଶନ
Author Name: ଜ୍ଞାନୀ ଦେବାଶିଷ ମିଶ୍ର;
Paper Type: research paper
Article Information
Abstract:
ଏହି ପ୍ରବନ୍ଧରେ ଭାଷାକୁ କେବଳ ଏକ ଯାନ୍ତ୍ରିକ ଧ୍ୱନିଭିତ୍ତିକ ମାଧ୍ୟମ ବା ବ୍ୟାକରଣର ସୀମା ଭିତରେ ଆବଦ୍ଧ ନରଖି ଏହାର ବ୍ୟାପକ ଦାର୍ଶନିକ ତଥା ପ୍ରାୟୋଗିକ ଦିଗ ଉପରେ ବିସ୍ତୃତ ଆଲୋକପାତ କରିବାର ପ୍ରୟାସ କରାଯାଇଛି। ଏକବିଂଶ ଶତାବ୍ଦୀର କୃତ୍ରିମ ବୁଦ୍ଧିମତ୍ତା (AI) ତଥା ନାଚୁରାଲ ଲାଙ୍ଗୁଏଜ୍ ପ୍ରୋସେସିଂ (NLP) ଯୁଗରେ ଭାଷାର ଏହି ଅଦୃଶ୍ୟ ଦିଗଗୁଡ଼ିକୁ ବିଶ୍ଳେଷଣ କରିବାର ଆହ୍ୱାନ ତଥା ଡିଜିଟାଲ୍ ସ୍ଥାପତ୍ୟ ମାଧ୍ୟମରେ ଭାଷାର ସଂରକ୍ଷଣ ଓ ବିଶ୍ୱବ୍ୟାପୀ ଭବିଷ୍ୟତ ଉପରେ ଏହି ପ୍ରବନ୍ଧଟି ଆଲୋକପାତ କରିଛି। ସାମଗ୍ରିକ ଭାବରେ ଏହି ଅଧ୍ୟୟନରେ ଭାଷା ସହିତ ସମାଜ, ସଂସ୍କୃତି ତଥା ମନସ୍ତତ୍ତ୍ୱର ପାରସ୍ପରିକ ସମ୍ପର୍କକୁ ଏକ ନୂତନ ଦୃଷ୍ଟିକୋଣରୁ ଉପସ୍ଥାପନ କରିବାର ପ୍ରୟାସ ନିହିତ।
Keywords:
ଭାଷା ଦର୍ଶନ, ନୀରବତା, ଚିତ୍ରଭାଷା, ସାଙ୍କେତିକତା, ମନସ୍ତତ୍ତ୍ୱ, ଐତିହ୍ୟ, ଶବ୍ଦର ବ୍ୟବଧାନ, ଡିଜିଟାଲ୍ ସ୍ଥାପତ୍ୟ।
How to Cite this Article:
ଜ୍ଞାନୀ ଦେବାଶିଷ ମିଶ୍ର. ଶବ୍ଦାତୀତ ସ୍ୱର: ଭାଷା, ସଙ୍କେତ ଓ ନୀରବତାର ଦର୍ଶନ. International Journal of Contemporary Research in Multidisciplinary. 2026: 5(1):936-939
Download PDF