IJ
IJCRM
International Journal of Contemporary Research in Multidisciplinary
ISSN: 2583-7397
Open Access • Peer Reviewed
Impact Factor: 5.67

International Journal of Contemporary Research In Multidisciplinary, 2026;5(1):954-956

ଭାରତୀୟ ଆର୍ଯ୍ୟଭାଷା ପରମ୍ପରାରେ ସଂସ୍କୃତ ଓ ଓଡ଼ିଆ: ଏକ ଭାଷାତାତ୍ତ୍ୱିକ ଅନୁଶୀଳନ

Author Name: ଡଃ. ସୁଚିତ୍ରା ମହାନ୍ତି;  

1. ଅଧ୍ୟାପିକା, ଓଡ଼ିଆ ଭାଷା ସାହିତ୍ୟ ବିଭାଗ, ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଉରକେଲା, ଓଡ଼ିଶା, ଭାରତ

Abstract

ସଂସ୍କୃତ ଭାଷା ହେଉଛି ଭାରତୀୟ ଆର୍ଯ୍ୟ ଭାଷାର ପ୍ରାଚୀନତମ ରୂପ । ଓଡ଼ିଆ ଭାଷାର ମୂଳ ଉତ୍ସ ହେଉଛି ସଂସ୍କୃତ । ଓଡ଼ିଆ ଭାଷାର ଧ୍ୱନିତତ୍ତ୍ୱ, ଶବ୍ଦତତ୍ତ୍ୱ, ରୂପତତ୍ତ୍ୱ ଅର୍ଥତତ୍ତ୍ୱ ମୁଖ୍ୟତଃ ସଂସ୍କୃତ ଭାଷାରୁ ଆହାରଣ କରାଯାଇଛି। ବିଭିନ୍ନ କାରଣରୁ ଦ୍ରାବିଡ଼ ଓ ଅଷ୍ଟ୍ରୋ-ଏସିଆଟିକ୍ ଭାଷା ପରିବାର, ଆର୍ଯ୍ୟ ଓ ଆର୍ଯ୍ୟେତର ବହୁ ବୈଦେଶିକ ଭାଷା ଓଡ଼ିଆ ଭାଷା ଉପରେ ନ୍ୟୂନାଧିକ ପରିମାଣରେ ପ୍ରଭାବ ପକାଇଥିଲେ ମଧ୍ୟ ଓଡ଼ିଆ ଭାଷା ସଂସ୍କୃତ ଭାଷା ନିକଟରେ ଚୀରଋଣୀ । ସଂସ୍କୃତରେ ଅନେକ ସ୍ୱରଧ୍ୱନି ଓଡ଼ିଆ ଭାଷାରେ ଅପରିବର୍ତ୍ତିତ ରହିଛି ଓ କେତେକ ପରିବର୍ତ୍ତିତ ମଧ୍ୟ ହୋଇଯାଇଛି । ଏବଂ କେତେକ ତତ୍ସମ ଶବ୍ଦ ଓଡ଼ିଆ ଭାଷାରେ ବ୍ୟବହୃତ ହୋଇପାରିଛି । ଯାହାକି ପରିବର୍ତ୍ତିତ ଅର୍ଥ ବହନ କରି ପ୍ରକାଶିତ ହୋଇଛି ।

Keywords

ସଂସ୍କୃତ, ଓଡ଼ିଆ, ଧ୍ୱନିତତ୍ତ୍ୱ, ଶବ୍ଦତତ୍ତ୍ୱ, ଅର୍ଥତତ୍ତ୍ୱ ପ୍ରଭୃତି ।